ବିବାହିତା ମହିଳାଙ୍କୁ ରାଜସ୍ଥାନରେ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି : ୫ ଗିରଫ

ଝାରସୁଗୁଡ଼ା: ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ପିଡ଼ୀତାଙ୍କୁ ଉଦ୍ଧାର କରିଛି। ଏ ନେଇ ଆଜି ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଝାରସୁଗୁଡ଼ାର କ୍ରିଷ୍ଣ କୁମାର(୨୩) ନାମକ ଜଣେ ଯୁବକ ସମ୍ବଲପୁର ସାକ୍ଷୀପଡ଼ାର ଇକମତ ଅଲ୍ଲି ଖାଁଙ୍କ ଝିଅ … Continue reading ବିବାହିତା ମହିଳାଙ୍କୁ ରାଜସ୍ଥାନରେ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି : ୫ ଗିରଫ